ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚିଠି । ଚିଠିରେ କେଜ୍ରିୱାଲ ଲେଖିଛନ୍ତି, ପ୍ଲିଜ୍ ଦିଲ୍ଲୀ ବଜେଟକୁ ରୋକନ୍ତୁ ନାହିଁ । ଆପଣ ଦିଲ୍ଲୀବାସୀଙ୍କ ଉପରେ...
NATIONAL
କୁଆଡ଼େ ଗଲା ଖଲିସ୍ତାନୀ ନେତା ଅମୃତପାଲ ସିଂ । ସାରା ପଞ୍ଜାବରେ ଚାଲିଛି ଛାନବିନ ଓ ସର୍ଚ୍ଚ ଅପରେସନ । ସେପଟେ ବିଭିନ୍ନ ସ୍ଥାନରେ ହିଂସା ଆଶଙ୍କାରେ...
ଅମୃତପାଲ୍ ସିଂହଙ୍କ ଉପରେ ଚଢ଼ଉ ଘଟଣା ବିପକ୍ଷରେ ପ୍ରତିବାଦ କରି ପ୍ରଦର୍ଶନ କରୁଥିବା ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନ୍ସ୍ଥିତ ‘ଇଣ୍ଡିଆ ହାଇକମିସନ୍ ବିଲ୍ଡିଙ୍ଗ୍’ ବାହାରେ ଉଡୁଥିବା ତ୍ରିରଙ୍ଗ ପତାକାକୁ ଅବତରଣ କରାଇବାର କିଛି ସମୟ ପରେ ସେଠାରେ ଭାରତ ଆଗ ଅପେକ୍ଷା ଯଥେଷ୍ଟ ବଡ଼ ତ୍ରିରଙ୍ଗା ଲଗାଇଛି। ଗୋଟାଏ ବଡ ଜାତୀୟ ପତାକା ଲଣ୍ଡନ୍ର ଅଲ୍ଡ୍ୱିଚ୍ ସ୍ଥିତ ‘ଇଣ୍ଡିଆ ହାଉସ୍’ର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ବ୍ୟାପିଥିବାର ଫଟୋ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି । ଏଭଳି ପଦକ୍ଷେପକୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି । ଏହି ଫଟୋକୁ ‘ଟୁଇଟର୍’ ପୋଷ୍ଟ୍ରେ ସେୟାର୍ କରି ‘ବିଜେପି’ର ଜାତୀୟ ମୁଖପାତ୍ର ଜୟବୀର ଶେର୍ଗିଲ୍ କହିଛନ୍ତି, ‘ଝଣ୍ଡା ଉଁଚା ରହେ ହମାରା’।
ଭାରତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ପ୍ରତିରକ୍ଷା ଓ ନିରାପତ୍ତା, ବାଣିଜ୍ୟ ଓ ବିନିଯୋଗ ଏବଂ ଉଚ୍ଚ ପ୍ରଯୁକ୍ତି ସମେତ ଅନେକ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କ...
ରାମଲୀଲା ମୈଦାନରେ କେନ୍ଦ୍ର ବିରୋଧରେ ଚାଷୀଙ୍କ ରଣହୁଙ୍କାର । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ପାର୍ଟ-୨ । କିଷାନ ମହାପଞ୍ଚାୟତରେ କେନ୍ଦ୍ର ବିରୋଧରେ ଗର୍ଜନ କରିବେ ଚାଷୀ ।...
ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ମେଲ୍ । ବାନ୍ଦ୍ରା ଥାନାରେ ଏତଲା ଦାୟର । ଗ୍ୟାଙ୍ଗଷ୍ଟର ଲରେନ୍ସ ଓ ଗ୍ୟାଙ୍ଗ ନାଁରେ ଏତଲା ପରେ ଇମେଲ୍ର...
ଦିଲ୍ଲୀ ଇଡି ଅଫିସରେ ହାଜର ହେଲେ ବିଆରଏସ୍ ନେତ୍ରୀ କେ. କବିତା । ଦିଲ୍ଲୀ ମଦ ନୀତି ମାମଲାରେ କବିତା ହାଜର ହୋଇଛନ୍ତି । ମଦ ନୀତି...
ଧରାପଡୁନି ଖଲିସ୍ତାନୀ ସମର୍ଥକ ଆମ୍ରିତପାଲ ସିଂହ। ତାଙ୍କୁ ଧରିବା ପାଇଁ ପଞ୍ଜାବ ପୋଲିସ ନାକେଦମ୍ ହେଲାଣି । ଚାରିଆଡେ ହାଇଆଲର୍ଟ ଜାରି ରହିଛି। ଘନ ଘନ ଚେକିଂ...
ଦିଲ୍ଲୀ ପୋଲିସ ନୋଟିସର ଜବାବ ରଖିଛନ୍ତି ରାହୁଲ ଗାନ୍ଧୀ । ଇ-ମେଲ ଜରିଆରେ ଉତ୍ତର ରଖିଛନ୍ତି ରାହୁଲ । ମେଲରେ ରାହୁଲ ଗାନ୍ଧୀ ଲେଖିଛନ୍ତି, ସେ ଜାନୁଆରୀ...
ଆଜି ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ଅଗ୍ନି ପରୀକ୍ଷା । ଅପରାହ୍ନରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ । ତାଙ୍କ ସରକାର...