ଜୁନ ୧୪କୁ ମୁମ୍ବାଇ ଟ୍ରାଫିକ ପୋଲିସ୍ ‘ନୋ ହର୍ଣ୍ଣ ଡେ’ ଭାବେ ପାଳନ କରିବ। ଏଥିସହ ଅଯଥାରେ ହର୍ଣ୍ଣ ବଜାଇ ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଶବ୍ଦ ପ୍ରଦୂଷଣକୁ ରୋକିବା ଓ ତଥା ପରିବେଶରେ ସନ୍ତୁଳତା ଆଣିବା ପାଇଁ ମୁମ୍ବାଇ ପୋଲିସ ଏପରି ପଦକ୍ଷେପ ନେଇଛି। ଯୁଗ୍ମ କମିଶନର ପ୍ରବୀଣ ପଡୱାଲ କହିଛନ୍ତି, “ରାସ୍ତାରେ ବଢୁଥିବା ଶବ୍ଦ ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏହି ଅଭିଯାନକୁ ସବୁ ଗାଡ଼ି ଚାଳକ ସକାରାତ୍ମକ ଭାବେ ଗ୍ରହଣ କରନ୍ତୁ।
NATIONAL
ବିବାଦରେ ଥିବା ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ଆସନ୍ତା ଜୁଲାଇ ୪ରେ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ(ଆଇଓଏ) ପ୍ରକ୍ରିୟା ଆରମ୍ଭ କରିଛି। ନିର୍ବାଚନକୁ ସଂପୂର୍ଣ୍ଣ...
ସରକାର ବିରୋଧୀ ଆକାଉଣ୍ଟ ବନ୍ଦ କରିବାକୁ ଚାପ ପକାଇଥିଲେ ଭାରତ ସରକାର । ଟ୍ୱିଟର ବ୍ୟାନ କରିବାକୁ ଧମକ ଦିଆଯାଇଥିଲା । କମ୍ପାନୀ ଅଧିକାରୀଙ୍କ ଘରେ ରେଡ୍...
ଜୁଲାଇ ୧୨ରୁ ୧୯ ତାରିଖ ମଧ୍ୟରେ ଲଞ୍ଚ ହେବ ଚନ୍ଦ୍ରାୟନ ୩ । ଚନ୍ଦ୍ରକୁ ଭାରତର ମିଶନର ଏହା ହେବ ତୃତୀୟ ଅଧ୍ୟାୟ । ଏନେଇ ଘୋଷଣା...
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପଙ୍କ ପିଛା ଛାଡ଼ୁନି ବିବାଦ । ତେବେ ନିକଟରେ ଗୁପ୍ତ କାଗଜପତ୍ର ହେରଫେର ମାମଲାରେ ଟ୍ରମ୍ପ ଫସିଛନ୍ତି । ଦେଶର ସୁରକ୍ଷା...
ଦିଲ୍ଲୀରେ କ୍ୟାବ୍ ଆଗ୍ରିଗେଟରଙ୍କୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମ୍ କୋର୍ଟ । ବାଇକ ଟାକ୍ସି ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ଗାଇଡଲାଇନ ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ଓଲା,...
ହରିୟାଣାର କୁରୁକ୍ଷେତ୍ରରେ କୃଷକ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି।ଆଲୋଚନା ବିଫଳ ହେବା ପରେ କୃଷକମାନେ ପୁଣି ଥରେ ଦିଲ୍ଲୀ-ହରିୟାଣୀ ୪୪ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେଛନ୍ତି । ଏହି ରାଜପଥ ଦିଲ୍ଲୀ ଓ ହରିୟାଣା ଏପରିକି ଚଣ୍ଡିଗଡ଼ ମଧ୍ୟରେ ମୁଖ୍ୟ ରାସ୍ତା ହୋଇଥିବାରୁ ଏହାର ଅବରୋଧ ଦ୍ବାରା ସାଧାରଣ ଲୋକଙ୍କ ସମସ୍ୟା ବଢିଯାଇଛି । ଉଭୟ ପଟେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି । କୃଷକମାନେ ହରିୟାଣାରେ ଏମଏସପି ଦରରେ ସୂର୍ଯ୍ୟମୁଖୀ ମଞ୍ଜି କ୍ରୟ ପାଇଁ ଦାବି କରୁଛନ୍ତି । ଏହି ଦାବି ନେଇ ଭାରତୀୟ କିଷାନ ୟୁନିୟନ ପକ୍ଷରୁ ହରିୟାଣାର ପିପଲି ଠାରେ ଏକ କୃଷକ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା । ହରିୟାଣା ବ୍ୟତୀତ ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରୁ ବହୁ ସଂଖ୍ୟକ କୃଷକ ଏହି ରାଲିରେ ଅଂଶଗ୍ରହଣ କରିଥିଲେ।
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି । କର୍ଣ୍ଣାଟକ ବିଜୟ ପରେ ମଧ୍ୟପ୍ରଦେଶରେ ମହାବିଜୟ ଲକ୍ଷ୍ୟରେ କ୍ୟାମ୍ପେନ ଆରମ୍ଭ କରିଛି କଂଗ୍ରେସ । ଆଦିବାସୀ...
ଖଚାଖଚ ଦର୍ଶକଙ୍କ ଭିଡ଼୍ ଥିଲା । ରଙ୍ଗବେରଙ୍ଗ ଲାଇଟ୍ ସାଙ୍ଗକୁ ଧୀମା ଧୀମା ମ୍ୟୁଜିକ୍ ବି ବାଜୁଥିଲା। ଏହାମଧ୍ୟରେ ଚାଲିଥିଲା ଫ୍ୟାଶନ୍ ଶୋ’ । ଭଳିକି ଭଳି...
କର୍ଣ୍ଣାଟକରେ ମହିଳାମାନଙ୍କ ପାଇଁ ମାଗଣା ବସ୍ ସେବା ଶୁଭାରମ୍ଭ । ଏହି ସମୟରେ ‘କୋଲାର୍ ଗୋଲ୍ଡ୍ ଫିଲଡ୍ସ୍’ର ବିଧାୟିକା ରୂପକଳା ‘କେରଳ ରାଜ୍ୟ ସଡ଼କ ପରିବହନ ନିଗମ’ର...