କୁନୋ ନ୍ୟାସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ । ଦକ୍ଷିଣ ଆଫ୍ରିକାରୁ ଭାରତ ଅଣାଯାଇଥିବା ଚିତା ମଧ୍ୟରୁ ଗୋଟିଏ ପରେ ଗୋଟିଏ ଚିତାର ମୃତ୍ୟୁ ହେବାରେ...
NATIONAL
ଆଜି ସୁପ୍ରିମକୋର୍ଟର ୨ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ଜଷ୍ଟିସ୍ ଉଜ୍ଜ୍ୱଲ ଭୁୟାଁ ଓ ଜଷ୍ଟିସ୍ ଏସଭି ଭଟ୍ଟି ସୁପ୍ରିମକୋର୍ଟର ନୂଆ ବିଚାରପତି ଭାବେ...
ଜାମ୍ମୁ-କାଶ୍ମୀର ସୋପିଆନରେ ଆତଙ୍କବାଦୀଙ୍କ ହମଲା । ଦକ୍ଷିଣ କାଶ୍ମୀରର ଗଗରାନ ଅଞ୍ଚଳରେ ୩ ବାହାର ରାଜ୍ୟର ଶ୍ରମିକଙ୍କୁ ୨ ଜଣ ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ...
ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩ ।...
ଯମୁନା ନଦୀ ଯୋଗୁଁ ଭାସୁଛି ରାଜଧାନୀ ଦିଲ୍ଲୀ । ବିଭିନ୍ନ ରାସ୍ତା ଉପରେ ନଈ ଭଳି ପାଣିର ସୁଅ ଛୁଟୁଛି । ନଦୀ ଜଳସ୍ତର ବଢ଼ିବାରୁ ଦିଲ୍ଲୀରେ...
ଭାରତରେ ଟେସଲାର ଏଣ୍ଟ୍ରି । ଭାରତୀୟ ବଜାରରେ ନିବେଶ କରିବ ଆମେରିକାର ମଲ୍ଟି ନ୍ୟାସନାଲ ଅଟୋମୋଟିଭ କମ୍ପାନୀ । ଏନେଇ ଭାରତ ସରକାରଙ୍କ ସହ ଏଲନ ମସ୍କଙ୍କ...
ଆସନ୍ତାକାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩ । ଏନେଇ ଆନ୍ଧ୍ରପ୍ରଦେଶର ତିରୁପତି ଭେଙ୍କଟଚଲାପାଥି ମନ୍ଦିର ପୂଜାର୍ଚ୍ଚନା କରିଛନ୍ତି ଇସ୍ରୋର ବୈଜ୍ଞାନିକ । ଚନ୍ଦ୍ରୟାନ-୩ ମିଶନର ସଫଳତା ନେଇ...
ସୁଧୁରିବ ପାକିସ୍ତାନର ଆର୍ଥିକ ସ୍ଥିତି । ଆଇଏମଏଫ ପକ୍ଷରୁ ପାକିସ୍ତାନକୁ ୩ ବିଲିୟନ ଡଲାରର ଋଣ ସହାୟତା ନେଇ ଘୋଷଣା । ଗତ ୯ ମାସ ଧରି...
ଦିଲ୍ଲୀରେ ବଢୁଛି ଯମୁନା ନଦୀ ଜଳସ୍ତର । ୪୫ ବର୍ଷର ରେକର୍ଡ ଭାଙ୍ଗି ଯମୁନା ନଦୀର ଜଳସ୍ତର ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି । ଏପରି ସ୍ଥିତିରେ...
କର୍ଣ୍ଣାଟକର ବାଙ୍ଗାଲୁରୁରେ ବିଜେପି ବିରୋଧରେ ଏକାଠି ହେବେ ୨୪ ଦଳ । ଆସନ୍ତା ୧୭-୧୮ ତାରିଖ ଦୁଇଦିନ ଧରି ହେବାକୁ ଥିବା ବୈଠକରେ ବିଜେପି ବିରୋଧରେ ଏହି ଦଳମାନେ...