ଯଦି ୧୦ ବର୍ଷ କାମ କରିଥାନ୍ତି ତେବେ ସରକାରଙ୍କ ତରଫରୁ କର୍ମଚାରୀଙ୍କୁ ପ୍ରତିମାସରେ ୧୦ ହଜାର ଟଙ୍କା ପେନସନ ଯୋଗାଇ ଦେବେ । ପରିବାର ପେନସନ ୬୦ ପ୍ରତିଶତ ଦିଆଯିବ । ଏହି ଯୋଜନା ଏପ୍ରିଲ ପହିଲା ୨୦୨୫ ରୁ ଲାଗୁ ହେବ । କେନ୍ଦ୍ର କ୍ୟାବିନେଟ ପେନସନକୁ ନେଇ ବଡ଼ ଯୋଜନା କରିଛନ୍ତି । ୟୁପିଏସ୍ ବା ୟୁନିଫାଏଡ ପେନସନ୍ ସ୍କିମକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
ଏହି ନିଷ୍ପତ୍ତି ମୁତାବକ କର୍ମଚାରୀଙ୍କ ମୂଳ ଦରମାର ୫୦ ପ୍ରତିଶତ ପେନସନ ମିଳିବ । ଯଦି କର୍ମଚାରୀ ଜଣଙ୍କ ୨୫ ବର୍ଷ କାମ କରିଥାନ୍ତି ତେବେ ତାଙ୍କୁ ପୂରା ପେନସନ ମିଳିବ । ଯଦି ୧୦ ବର୍ଷ କାମ କରିଥାନ୍ତି ତେବେ ସରକାରଙ୍କ ତରଫରୁ କର୍ମଚାରୀଙ୍କୁ ପ୍ରତିମାସରେ ୧୦ ହଜାର ଟଙ୍କା ପେନସନ ଯୋଗାଇ ଦେବେ । ପରିବାର ପେନସନ ୬୦ ପ୍ରତିଶତ ଦିଆଯିବ । ଏହି ଯୋଜନା ଏପ୍ରିଲ ପହିଲା ୨୦୨୫ ରୁ ଲାଗୁ ହେବ ।
More Stories
ସଫଳତା ରାତାରାତି ଆସେନି, ଏଥିପାଇଁ ଦରକାର ହାଡଭଙ୍ଗା ପରିଶ୍ରମ
ଜାଣନ୍ତୁ ବିଲିୟନେୟର ବିବେକ ରାମସ୍ବାମୀଙ୍କ ପୁଞ୍ଜି ବିନିଯୋଗ
ରାଜ୍ୟରୁ କିଏ ବୋହି ନେଉଛି କୋଇଲା