topmost

Trust is something which may defer for individuals. we build that with our audience. surety is something which no one can give, but surely, we held a corner in our audience’s heart. That heart gave evidence about our surety.
super facial chemical
1 min read

ସୌନ୍ଦର୍ଯ୍ୟର ନୂଆ ଉପଚାରଚିକଣ ଏବଂ ଗ୍ଲୋଇଂ ତ୍ୱଚା ପାଇଁ ଆଜିକାଲିର ଯୁବତୀମାନେ କିଛି ବି କରିବାକୁ ପ୍ରସ୍ତୁତ । ହେଲେ ଘରୁ ବାହାରିବା ମାତ୍ରେ ତ୍ୱଚା ଖରା...

aged couple
1 min read

ହାର ମାନିଛି ବୟସବେଳେ ବେଳେ ଆମେ ଜୀବନରେ ବିଭିନ୍ନ ଅସୁବିଧାକୁ ନେଇ ଭଗବାନଙ୍କ ପାଖରେ ଅଭିଯୋଗ କରିଥାଉ । ହେଲେ ଏଭଳି ମଧ୍ୟ କେତେକ ଲୋକ ଅଛନ୍ତି,...

mango price
1 min read

୨ଲକ୍ଷର ଆମ୍ବଖରାଦିନ ଆସିଲେ ଆମ୍ବର ଚାହିଦା ବଢିଥାଏ । ଆମ୍ବର ବିଭିନ୍ନ କିସମ ମଧ୍ୟ ରହିଛି ଯେଉଁମାନଙ୍କର ଦାମ ଶହେ ଘରେ ରହିଥାଏ । ତେବେ ଏଭଳି...

worship of telly actress.
1 min read

ମୋନାଲିସାଙ୍କୁ ପୂୁଜା !ଟିଭି ସିରିଏଲ୍‌ରେ ବେଳେବେଳେ ଏଭଳି ସିନ୍‌ ଦେଖାଇଥାଏ, ଯାହା ବାସ୍ତବ ପରି ମନେ ହୁଏ ନାହିଁ । ଏହି ସିନ୍‌ଗୁଡିକର ସଂଯୋଗ ବାସ୍ତବ ଦୁନିଆ...

Reduce meat use can decrease weather problem
1 min read

ମାଂସ ଖାଇବା କମିଲେ କମିବ ଜଳବାୟୁ ସମସ୍ୟାମାଂସ ଖାଇବା କମାଇଲେ କମିବ ଜଳବାୟୁ ପରିବର୍ତ୍ତନର ସମସ୍ୟା । ଏଭଳି ଏକ ଗୁରୁତର ତଥ୍ୟ ଜର୍ମାନର ବୋନ୍‌ ବିଶ୍ୱବିଦ୍ୟାଳୟର...

A
1 min read

ବିଶ୍ୱର ସବୁଠୁ ବଡ ଗାଲ ଥିବା ମହିଳାଅନେକ ଲୋକ ଅଛନ୍ତି ଯେଉଁମାନେ ଶରୀରରେ ଟାଟୁ କରିଥାନ୍ତି । ସମସ୍ତଙ୍କର ଶରୀରରେ ପରିବର୍ତ୍ତନ ଆଣିବାକୁ ସେମାନଙ୍କ ଅଧିକାର ଅଛି...

Puja bidhi to worship Sanidev in sani amabasya.
1 min read

ଶନିଦଶାରୁ ରକ୍ଷା ପାଇବାକୁ କରନ୍ତୁ ଏହି ସବୁ ଉପାୟହିନ୍ଦୁ କ୍ୟାଲେଣ୍ଡର ହିସାବରେ ସବୁ କୃଷ୍ଣ ପକ୍ଷର ଶେଷ ତାରିଖକୁ ଆମାବାସ୍ୟା ପଡିଥାଏ । ତେବେ ଚଳିତ ଥରର...

akshay-tritya
1 min read

ଦୀର୍ଘ ୫୦ ବର୍ଷ ପରେ ଆସୁଛି ଅକ୍ଷୟ ତୃତୀୟାର ଅମୃତ ମୁହୂର୍ତ୍ତ୨୦୨୨ ବର୍ଷର ଅକ୍ଷୟ ତୃତୀୟା ମଇ ୩ରେ ପଡୁଛି । ଏବଂ ଶାସ୍ତ୍ର ଅନୁଯାଇ ଚଳିତ...

World's malaria day
1 min read

ବିଶ୍ୱ ମେଲେରିଆ ଦିବସପ୍ରତିବର୍ଷ ଏପ୍ରିଲ ୨୫ରେ ପାଳନ ହେଇଥାଏ ବିଶ୍ୱ ମ୍ୟାଲେରିଆ ଦିବସ । ମ୍ୟାଲେରିଆ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସରେ ବିଶ୍ୱ...

Nature's air purifier's are here
1 min read

ଘରକୁ ଶୁଦ୍ଧ କରିବ ଗଛଘରର ବାୟୁକୁ ଶୁଦ୍ଧ କରିବା ପାଇଁ ଘରେ ଗଛ ଲଗାଇବା ଏକ ବୁଦ୍ଧିମତାର କାମ । ଏକ ଗବେଷଣା ଅନୁସାରେ ଘରେ ବେଶି...