ସିଭିୟର ହିଟ୍ ଓ୍ବେଭ ପରେ ବଦଳିଲା ଉପକୂଳ ଓଡ଼ିଶାର ପାଗ । କାଳବୈଶାଖୀ ବର୍ଷାରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଞ୍ଜାମ,...
topmost
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପଙ୍କ ପିଛା ଛାଡ଼ୁନି ବିବାଦ । ତେବେ ନିକଟରେ ଗୁପ୍ତ କାଗଜପତ୍ର ହେରଫେର ମାମଲାରେ ଟ୍ରମ୍ପ ଫସିଛନ୍ତି । ଦେଶର ସୁରକ୍ଷା...
ଦିଲ୍ଲୀରେ କ୍ୟାବ୍ ଆଗ୍ରିଗେଟରଙ୍କୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମ୍ କୋର୍ଟ । ବାଇକ ଟାକ୍ସି ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ଗାଇଡଲାଇନ ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ଓଲା,...
ହରିୟାଣାର କୁରୁକ୍ଷେତ୍ରରେ କୃଷକ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି।ଆଲୋଚନା ବିଫଳ ହେବା ପରେ କୃଷକମାନେ ପୁଣି ଥରେ ଦିଲ୍ଲୀ-ହରିୟାଣୀ ୪୪ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେଛନ୍ତି । ଏହି ରାଜପଥ ଦିଲ୍ଲୀ ଓ ହରିୟାଣା ଏପରିକି ଚଣ୍ଡିଗଡ଼ ମଧ୍ୟରେ ମୁଖ୍ୟ ରାସ୍ତା ହୋଇଥିବାରୁ ଏହାର ଅବରୋଧ ଦ୍ବାରା ସାଧାରଣ ଲୋକଙ୍କ ସମସ୍ୟା ବଢିଯାଇଛି । ଉଭୟ ପଟେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି । କୃଷକମାନେ ହରିୟାଣାରେ ଏମଏସପି ଦରରେ ସୂର୍ଯ୍ୟମୁଖୀ ମଞ୍ଜି କ୍ରୟ ପାଇଁ ଦାବି କରୁଛନ୍ତି । ଏହି ଦାବି ନେଇ ଭାରତୀୟ କିଷାନ ୟୁନିୟନ ପକ୍ଷରୁ ହରିୟାଣାର ପିପଲି ଠାରେ ଏକ କୃଷକ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା । ହରିୟାଣା ବ୍ୟତୀତ ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରୁ ବହୁ ସଂଖ୍ୟକ କୃଷକ ଏହି ରାଲିରେ ଅଂଶଗ୍ରହଣ କରିଥିଲେ।
ଆସନ୍ତା ୧୯ ତାରିଖରୁ ଯୁକ୍ତ ତିନି ପାଇଁ ଆବଦେନ କରିବେ ଛାତ୍ରଛାତ୍ରୀ । ୧୯ରୁ ଜୁଲାଇ ୪ ଯାଏ ଅନଲାଇନରେ ଆବେଦନ କରିବାର ସୁଯୋଗ ରହିଛି ।...
ରକ୍ତତୀର୍ଥ ଇରମର ବଦଳିବ ନକ୍ସା । ବିଶ୍ବବିଦିତ ହେବ ଇରମ ଇତିହାସ । ଏଥିପାଇଁ ଶୀଘ୍ର ପ୍ଲାନ୍ ପ୍ରସ୍ତୁତ କରି ଦେଲେ ୭ ଦିନରେ ଖୁସି ଖବର...
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି । କର୍ଣ୍ଣାଟକ ବିଜୟ ପରେ ମଧ୍ୟପ୍ରଦେଶରେ ମହାବିଜୟ ଲକ୍ଷ୍ୟରେ କ୍ୟାମ୍ପେନ ଆରମ୍ଭ କରିଛି କଂଗ୍ରେସ । ଆଦିବାସୀ...
ଖଚାଖଚ ଦର୍ଶକଙ୍କ ଭିଡ଼୍ ଥିଲା । ରଙ୍ଗବେରଙ୍ଗ ଲାଇଟ୍ ସାଙ୍ଗକୁ ଧୀମା ଧୀମା ମ୍ୟୁଜିକ୍ ବି ବାଜୁଥିଲା। ଏହାମଧ୍ୟରେ ଚାଲିଥିଲା ଫ୍ୟାଶନ୍ ଶୋ’ । ଭଳିକି ଭଳି...
କର୍ଣ୍ଣାଟକରେ ମହିଳାମାନଙ୍କ ପାଇଁ ମାଗଣା ବସ୍ ସେବା ଶୁଭାରମ୍ଭ । ଏହି ସମୟରେ ‘କୋଲାର୍ ଗୋଲ୍ଡ୍ ଫିଲଡ୍ସ୍’ର ବିଧାୟିକା ରୂପକଳା ‘କେରଳ ରାଜ୍ୟ ସଡ଼କ ପରିବହନ ନିଗମ’ର...
ଆଜି ବାହାନଗା ସ୍କୁଲ ପଡିଆରେ ଆୟୋଜିତ ହେଉଛି ବିଶ୍ବଶାନ୍ତି ମହାଯଜ୍ଞ । ଏହାସହିତ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ସମେତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଉଛି । ଭୋର ୫ଟାରୁ...