The Topmost

“The eyes believe themselves, the ears believe other people.”

୭୮୬ ସିରିଏଲ ନମ୍ବର ଥିବା 20 ଟଙ୍କା ବିକିଲେ ମିଳୁଛି 6 ଲକ୍ଷ ଟଙ୍କା

ଟଙ୍କା ରୋଜଗାର କରିବାକୁ ଅନେକ ମାଧ୍ୟମ ରହିଛି । କିନ୍ତୁ ଟଙ୍କା ବଦଳରେ ମୋଟା ଅଙ୍କର ଟଙ୍କା ପାଇବା କେବେ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ଭାବେ ସତ । ଯଦି ଆପଣଙ୍କ ପାଖରେ ପୁରୁଣା ନୋଟ୍‌ ଅଛି ତାହା ପ୍ରତିବଦଳରେ ମୋଟା ଅଙ୍କର ଟଙ୍କା ପାଇପାରିବେ ।


ପୁରୁଣା ୨୦ ଟଙ୍କିଆ ନୋଟ୍‌କୁ ୬ ଲକ୍ଷ ଟଙ୍କାରେ ବିକ୍ରି କରିପାରିବେ । ଯାହାକି ଏକ ସୁବର୍ଣ୍ଣ ସୁଯୋଗ । ଆପଣ ସମସ୍ତ ସର୍ତ୍ତ ସହିତ ଏହି ନୋଟ୍ ବିକ୍ରୟ କରିପାରିବେ । ନୋଟ୍‌ ବିକ୍ରି କରିବା ପାଇଁ ବିଭିନ୍ନ ଉପାୟ ବି ରହିଛି । ଯେମିତିକି ଅନଲାଇନ୍ ପ୍ଲାଟଫର୍ମ, ପୁରୁଣା ଜିନିଷ ବିକ୍ରି କରୁଥିବା ବ୍ୟବସାୟୀ ଇତ୍ୟାଦି ।
ଅନଲାଇନ୍ ପ୍ଲାଟଫର୍ମ ଗୁଡିକରେ ପୁରୁଣା ନୋଟ୍ ବିକ୍ରି କରି ମୋଟା ଅଙ୍କର ଟଙ୍କା ପାଇପାରିବେ । ନୋଟ୍ ବିକ୍ରୟ କରିବା ପୂର୍ବରୁ, ଆପଣ ଏହାର କିଛି ନିୟମ ବିଷୟରେ ଜାଣିବାକୁ ପଡିବ । ତେବେ କଣ ସେହି ନିୟମ ଗୁଡିକ? ଜାଣନ୍ତୁ…


ତେବେ ଯଦି ପୁରୁଣା ୨୦ ଟଙ୍କିଆ ନୋଟ୍‌ର ସିରିଏଲ୍‌ ନମ୍ବର ୭୮୬ ଅଛି । ତେବେ ଆପଣ ହୋଇପାରିବେ ଲକ୍ଷପତି । କାରଣ ୭୮୬କୁ ମୁସଲିମ ସମ୍ପ୍ରଦାୟଙ୍କ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ମୁସଲମାନ ସମ୍ପ୍ରଦାୟର ଲୋକେ ଘରେ ସୁଖ ସମୃଦ୍ଧି ପାଇଁ ଏହି ନୋଟ୍‌କୁ କିଣିଥାନ୍ତି ।


ତେଣୁ ନୋଟ୍ ବିକ୍ରୟ କରିବାର ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ । ଯଦି ଆପଣଙ୍କ ପାଖରେ ପୁରୁଣା ୨୦ ଟଙ୍କିଆ ନୋଟ୍‌ ଅଛି ତେବେ ଏହାକୁ ୬ ଲକ୍ଷ ଟଙ୍କାରେ ବିକ୍ରି କରିପାରିବେ । ଆଉ ୩ଟି ଥିଲେ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ।


ଯଦି ଆପଣ ୨୦ ଟଙ୍କିଆ ନୋଟ୍ ବିକ୍ରି କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ପ୍ରଥମେ OLX ରେ ପଞ୍ଜିକରଣ କରିବାକୁ ପଡିବ । ପଞ୍ଜିକରଣ ପରେ ୨୦ ଟଙ୍କିଆ ନୋଟ୍‌ର ସ୍ପଷ୍ଟ ଫଟୋ ଚିତ୍ର ଅପଲୋଡ୍‌ କରିବାକୁ ହେବ ।


ଏହା ପରେ ଯେଉଁମାନେ ନେବାକୁ ଚାହିଁବେ ଆପଣଙ୍କ ସହିତ ଯୋଗାଯୋଗ କରିବେ । ତେବେ ନୋଟ୍‌ଗୁଡିକର ପ୍ରକୃତ ମୂଲ୍ୟ କେତେ ତାହା OLX ପକ୍ଷରୁ ନିର୍ଦ୍ଧାରଣ କରାଯାଇ ନାହିଁ ।

ତେବେ ଏହିପରି ଅନେକ ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା କେତେ ସତ ବା ମିଛ ତାହା ସ୍ପଷ୍ଟ ନୁହେଁ । ଏପରି କରିବା ପୂର୍ବରୁ ସଚେତନତା ଅବଲମ୍ବନ କରନ୍ତୁ । ନଚେତ ଏପରି ଅନେକ ଫ୍ରଡ୍ ମଧ୍ୟ ରହିଛନ୍ତି ଯେଉମାନେ, ଆପଣଙ୍କୁ 6 ଲକ୍ଷ ଟଙ୍କା ଦେବାକୁ କହି ଆପଣଙ୍କ ବ୍ୟାଙ୍କ୍ ଡିଟେଲ୍ସ ନେବେ । ଆଉ ତାପରେ ଆକାଉଣ୍ଟ ସଫା କରିଦେବେ । ତେବେ ଏହି କାରବାର କରିବା ଆଗରୁ ସଚେତନ ରହିବା ନିହାତି ଆବଶ୍ୟକ ।