ଲସ୍ ଏଞ୍ଜେଲ୍ସ୍ର ପୂର୍ବତନ ମେୟର୍ ଏରିକ୍ ଗାର୍ସେଟି ପୁନଃମନୋନୀତ ହୋଇଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍ ଭାରତ ପାଇଁ ତାଙ୍କର ଦୂତ ଭାବେ ତାଙ୍କୁ ପୁନଃମନୋନୀତ କରିଛନ୍ତି । ଦୂତ ଭାବେ ଆମେରିକୀୟ ସିନେଟ୍ ଏଥର ତାଙ୍କୁ ମଞ୍ଜୁରୀ ଦେବ ବୋଲି ହ୍ବାଇଟ୍ ହାଉସ୍ ଦୃଢ଼ ଆଶା ବ୍ୟକ୍ତ କରିଛି । ସିନେଟ୍କୁ ନାମାଙ୍କନ ପଠାଇବା ପରେ ହ୍ବାଇଟ୍ ହାଉସ୍ କହିଛି, କାଲିଫର୍ଣ୍ଣିଆର ଏରିକ୍ ଏମ୍. ଗାର୍ସେଟି ଭାରତ ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ହେବେ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ