ବେକାରୀ ହ୍ରାସ କରିବାରେ ସାରା ଦେଶରେ ଏକ ନମ୍ବର ଓଡ଼ିଶା । ଓଡ଼ିଶାର ବେକାରୀ ହାର ଦେଶରେ ସବୁଠୁ କମ୍ । ଡିସେମ୍ବର ପାଇଁ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ସିଏମଆଇଇ ଜାରି କରିଥିବା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟର ବେକାରୀ ହାର ରହିଛି ୦ ଦଶମିକ ୯ ପ୍ରତିଶତ । ବଡ଼ବଡ଼ ରାଜ୍ୟରେ ବେରୋଜଗାରୀ ହାର ସର୍ବାଧିକ ରହିଛି ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି