କରୋନା ନେଇ ସତର୍କ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ବିଦେଶରେ ସଂକ୍ରମଣ ବଢୁଥିବାରୁ ଏହାର ମୁକାବିଲା ଲାଗି ICMR ଗାଇଡଲାଇନ ମାନିବା ଲାଗି ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । କୌଣସି ଲକ୍ଷଣ ଦେଖାଗଲେ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ବିଶ୍ବକପ ହକି ବେଳେ ଖେଳାଳି, ଦର୍ଶକ, ଲୋକଙ୍କ ଜରିଆରେ ସଂକ୍ରମଣ ସମ୍ଭାବନା ରହିଛି । ଏଥିଲାଗି କୋଭିଡ ଗାଇଡଲାଇନ ମାନିବାକୁ କୁହାଯାଇଛି । ରାଜ୍ୟରେ ଟିକାକରଣ ସଫଳ ହୋଇଛି । ଦେଶରେ ବର୍ତ୍ତମାନ ଚତୁର୍ଥ ଲହରୀ ଆସିନାହିଁ । ରାଜନୈତିକ ଇଚ୍ଛାଶକ୍ତି, ଦୃଢ଼ ମନୋବଳ ରାଜ୍ୟ ଲାଗି ସଫଳତା ହୋଇଛି । ଯେଉଁମାନେ ଦୁଇଟି ଡୋଜ ନେଇଛନ୍ତି ସେମାନେ ନାଜାଲ ନେଇପାରିବେ ବୋଲି କୁହାଯାଇଛି ।
“The eyes believe themselves, the ears believe other people.”
More Stories
ଲିଙ୍ଗରାଜ ଜମି ପୁନରୁର୍ଦ୍ଧାର ରରେ ଘୋଟାଲା
ଉତ୍କର୍ସ ଓଡିଶାରେ 9 ବର୍ଷ ପରେ ବି କାମ ଶୂନ
ସୁଭଦ୍ରା ଋଣ ନେଇ ବଡ ଘୋଷଣା