ଦେଶରେ ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୪୬ କୋଟିରେ ପହଞ୍ଚିଛି । ସଂକ୍ରମଣ ସ୍ଥିତି ଚିନ୍ତାଜନକ ନଥିଲେ ସୁଦ୍ଧା ଉଭୟ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏ ନେଇ ଔଷଧ ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକ ସହ ଆଗୁଆ କରୋନା ପ୍ରସ୍ତୁତି ସଂକ୍ରାନ୍ତରେ ଏକ ଭର୍ଚୁଆଲ ବୈଠକ କରିଛନ୍ତି । ଦେଶରେ ଅତ୍ୟାବଶ୍ୟକ ଔଷଧର ସ୍ଥିତି ଏବଂ ଆଗୁଆ ସତର୍କତା ପଦକ୍ଷେପ ନେଇ ଆଲୋଚନା ହୋଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ