ଆସୁଛନ୍ତି ପ୍ରଭୁ ଯୀଶୁ । ରାତ୍ରୀର ଅନ୍ଧକାର ଭିତରେ ଧରାବତରଣ କରିବେ ପ୍ରଭୁ ଯୀଶୁ । ଶନିବାର ମଧ୍ୟରାତିରୁ ଧରାବତରଣ କରିବେ ପ୍ରଭୁ ଯୀଶୁ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦେଶର ସମସ୍ତ ଛୋଟବଡ ଚର୍ଚ୍ଚକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି । ଏଥିପାଇଁ ଚର୍ଚ୍ଚ ଗୁଡିକରେ ପ୍ରସ୍ତୁତି ଚୂଡାନ୍ତ । ଶୁଭିଲାଣି କ୍ୟାରୋଲ ବା ପ୍ରାର୍ଥନାର ସ୍ବର। ଶିଶୁ ଯୀଶୁଙ୍କ ଆଶିର୍ବାଦ ନେବାକୁ ସମସ୍ତଙ୍କ ମନରେ ଦେଖିବାକୁ ମିଳିଛି ଉତ୍କଣ୍ଠା । ଖ୍ରୀଷ୍ଟିଆନ ଭାଇଭଉଣୀଙ୍କ ଘରେ ଖ୍ରୀଷ୍ଟମାସ ପାଇଁ ସାଜସଜ୍ଜା ସାଙ୍ଗକୁ ସୁସ୍ବାଦୁ ଖାଦ୍ୟର ଆସର ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ