ଫିଫା ବିଶ୍ୱକପ ହାରିବା ପରେ ଫ୍ରାନ୍ସରେ ଭୟଙ୍କର ହିଂସା । ବିଭିନ୍ନ ସହରରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ଫ୍ରାନ୍ସର ସମର୍ଥକମାନେ ରାସ୍ତାରେ ପୋଡାଜଳା କରିଥିଲେ । ରାସ୍ତାରେ ଯାଉଥିବା ଗାଡିରେ ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀ । ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ବାଧ୍ୟହୋଇ ପୋଲିସକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ