ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଝଟକା । ଜଗବନ୍ଧୁଙ୍କ ଜାମିନ୍ ଆବେଦନ ଖାରଜ କୋର୍ଟ ଖାରଜ କରିଛନ୍ତି । ଭୁବନେଶ୍ୱର ଏଡିଜେ-୨ କୋର୍ଟ ଜାମିନ ଖାରଜ କରିଛନ୍ତି । ସେପଟେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ବ୍ଲାକମେଲ ମାମଲାରେ ଅର୍ଚ୍ଚନାଙ୍କ ଜାମିନ୍ ଖାରଜ କରିଥିଲେ ଜେଏମ୍ଏଫସି-୩ କୋର୍ଟ । ଜାମିନ୍ ଆବେଦନ ଖାରଜ ପରେ ସେସନ୍ସ କୋର୍ଟରେ ଅର୍ଚ୍ଚନା ପୁଣି ଜାମିନ୍ ଆବେଦନ କରିଛନ୍ତି । ସେପଟେ ଇଡିରେ ହାଜର ହେଲେ ଭୁବନେଶ୍ୱରର ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ । ଅର୍ଚ୍ଚନା ନାଗ ମାମଲାରେ ଶିବପ୍ରସାଦଙ୍କୁ ସମନ କରିଥିଲା ଇଡି ।
More Stories
ମାସକରେ ଦୁଇଥର ବଢିଲା ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା
ବାତ୍ୟା ଦାନା ପାଇଁ 14 ଜିଲ୍ଲାରେ ସ୍କୁଲ୍ ବନ୍ଦ
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ