ହରଡଘଣାରେ ସୁନ୍ଦରଗଡ଼ ସାଂସଦ । ସ୍ବଚ୍ଛତାର ଷ୍ଟଣ୍ଟ ଦେଖାଇବାକୁ ଯାଇ ଫସିଲେ ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ । ପୋସ୍କୋ କମ୍ପାନୀ ତାଙ୍କୁ ୧୦ କୋଟି ଟଙ୍କା ଲାଞ୍ଚ ଯାଚିଥିବା କହିଛନ୍ତି ଜୁଏଲ । ହେଲେ ସେ କୁଆଡେ ସେ ସମୟରେ ସଚ୍ଚୋଟତା ଦେଖାଇବାକୁ ଯାଇ ଲାଞ୍ଚ ନେଇନଥିଲେ । ତେବେ ଜୁଏଲଙ୍କ ଏଭଳି ରାଜନୈତିକ ନାଟକବାଜୀକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଲାଞ୍ଚ ଦେବା ଓ ନେବା ଅପରାଧ ହୋଇଥିବା ବେଳେ ପୋସ୍କୋ କମ୍ପାନୀର କିଏ ଓ କେବେ ୧୦ କୋଟି ଟଙ୍କା ତାଙ୍କ ପାଖକୁ ଦେବାକୁ ଆସିଥିଲେ ସେ ସମ୍ପର୍କରେ ସେ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ