ବିଧାନସଭାରେ ଉଠିଲା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପ୍ରସଙ୍ଗ । ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ହୋଇଛି ଆଲୋଚନା । ୨୦୧୬ ମେକ୍ ଇନ୍ ଓଡ଼ିଶା ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଜରିଆରେ ୧୨୨ଟି ପର୍ଯ୍ୟଟନ ସ୍ଥଳୀରେ ବିକାଶ ପାଇଁ ଅନୁମୋଦନ ମିଳିଥିଲା । ଏଥିରେ ପଞ୍ଚ ତାରକା ହୋଟେଲ, ରିସର୍ଟ, ଓ୍ବାଟର ପାର୍କ, ହାଉସ ବୋଟ୍ ପରି ସୁବିଧା କରାଯିବ । ଏନେଇ ବିଧାନସଭାର ପ୍ରଶ୍ନକାଳରେ ଆଜି ଉତ୍ତର ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍