ଏମସିଡି ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଉର୍ଦ୍ଧ୍ବମୁଖୀ ରାଜନୈତିକ ପାରା । ଏକ ସାକ୍ଷାତକାରରେ ବିଜେପି ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଇଡି ଓ ସିବିଆଇର ଦୁରୁପୋଯୋଗକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି କେଜରିଓ୍ବାଲ । ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିର ନିୟନ୍ତ୍ରଣ ଗୋଟିଏ ଦିନ ପାଇଁ ଆପ୍ ହାତକୁ ଆସିଲେ ବିଜେପିର ଅଧାରୁ ଅଧିକ ବିଧାୟକ ଜେଲରେ ପଶିବେ ବୋଲି କେଜରିଓ୍ବାଲ ସିଧାସଳଖ କହିଛନ୍ତି ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା