IT ସେକ୍ଟରରେ ଲେ’ଅଫ୍ ଟ୍ରେଣ୍ଡ । ଟୁଇଟର, ଆମାଜନ ପରେ କର୍ମଚାରୀ ଛଟେଇ କରିବ ଗୁଗୁଲ । ୬ ପ୍ରତିଶତ କର୍ମଚାରୀ ଛଟେଇ ପାଇଁ ଯୋଜନା କରିଛି କମ୍ପାନୀ । ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ରହିଛି ଡେଡଲାଇନ । ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଟେକ୍ ଜିଆଣ୍ଟକୁ ବିଦା କରିବ ଗୁଗଲ । ଖର୍ଚ୍ଚ କାଟ ପାଇଁ କର୍ମଚାରୀ ଛଟେଇ କରିବାକୁ ପ୍ଲାନ କରିଛି ଗୁଗୁଲ ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍ । ସେପଟେ ପ୍ରଦର୍ଶନ ଆଧାରରେ କର୍ମଚାରୀଙ୍କ ରାଙ୍କିଂ ପ୍ରସ୍ତୁତ କରିବାକୁ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି