ପୁଣି ଚର୍ଚ୍ଚାରେ ଏଲଏନ ମସ୍କଙ୍କ ଟୁଇଟ । ସେ ଟୁଇଟ୍ କରି ୟୁଜର୍ସଙ୍କୁ ନମସ୍କାର କରିଛନ୍ତି । ମସ୍କଙ୍କ ଏଇ ଟୁଇଟ୍ ପରେ ଚାରିଆଡୁ ତାଙ୍କୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ୟୁଜର୍ସ । ସେପଟେ ଟୁଇଟରରେ ଛଟେଇ ପ୍ରକିୟା ଶେଷ ହୋଇଛି ଏବେ କେବଳ ନିଯୁକ୍ତି କରାଯିବ । ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ମସ୍କ । ରିପୋର୍ଟ ମୁତାବିକ ଟୁଇଟର ପାଇଁ ଇଞ୍ଜିନିୟରିଂ ଏବଂ ସେଲରେ ଏବେ ନିଯୁକ୍ତି ପ୍ରିକ୍ରିୟା ଆରମ୍ଭ ହୋଇଛି । ଏଥି ସହ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ