The Topmost

“The eyes believe themselves, the ears believe other people.”

ଆମେରିକାର ନାଇଟ୍ କ୍ଲବରେ ଗୁଳିକାଣ୍ଡ

ଆମେରିକାର ନାଇଟ୍ କ୍ଲବରେ ଗୁଳିକାଣ୍ଡ । କୋଲୋରାଡୋ ସ୍ପ୍ରିଙ୍ଗସ୍ ସହରର ଏକ ନାଇଟ୍ କ୍ଲବରେ ଆଜି ଗୁଳିମାଡ଼ ହୋଇଛି । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବକ କୋଲୋରାଡୋ ସ୍ପ୍ରିଙ୍ଗସ୍ ପୋଲିସ ଅଧିକାରୀ ଲେଫ୍ଟନାଣ୍ଟ ପାମେଲା କାସ୍ତ୍ରୋ କହିଛନ୍ତି- ଏଲଜିବିଟିକ୍ୟୁ ନାଇଟ୍ କ୍ଲବରେ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଥିଲା । ଆହତଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।