ଦୀର୍ଘ ୧୦ମାସ ହେବ ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ । ଏହା ଭିତରେ ପୁଣିଥରେ ଆକ୍ରମଣକୁ ଜୋରଦାର କରିଛି କ୍ରେମଲିନ । ସୂଚନା ଅନୁସାରେ ୟୁକ୍ରେନର କିଛି ସ୍ଥାନରେ ରୁଷ ‘ପୁଅର ମ୍ୟାନ ନ୍ୟୁକ୍ଲିୟର ୱିପନ’ ବା ହତିଆରର ବ୍ୟବହାର କରିବାକୁ ଯୋଜନା କରୁଛି । ଏହା ଥର୍ମୋବୋରିକ ପ୍ଲେମେଥ୍ରୋରନାଁରେ ମଧ୍ୟ ଜଣାଶୁଣା । ଏହା ଏକ ଏଭଳି ହତିଆର ଅଟେ ଯାହାକି ବିସ୍ଫୋରଣ ହେବା ସ୍ଥାନରେ ବଡ ଧରଣର କ୍ଷତି କରେ । ଯାହା ଉପରେ ପଡେ ସେ ବାଷ୍ପ ହୋଇଯାଏ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ