୨୦୦୯ ଡବଲ ମର୍ଡର କେସ ମାମଲା । ମୁମ୍ବାଇର ଏକ ସ୍ଵତନ୍ତ୍ର ସିବିଆଇ ଅଦାଲତ ୨୦୦୯ ଡବଲ ମର୍ଡର କେସରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନ ଏବଂ ଅନ୍ୟ ତିନି ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସ୍ଵତନ୍ତ୍ର ବିଚାରପତି ଏଏମ ପାଟିଲ ପ୍ରମାଣ ଅଭାବରେ ଅଭିଯୁକ୍ତମାନଙ୍କୁ ମୁକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଅଭିଯୋଗକାରୀ ପକ୍ଷ ଅଭିଯୋଗକୁ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି । ମାମଲାରେ ଯେଉଁମାନଙ୍କୁ ମୁକ୍ତ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଛୋଟା ରାଜନ ସହିତ ମହମ୍ମଦ ଅଲି ଶେଖ, ଉମେଦ ଶେଖ ଏବଂ ପ୍ରଣୟ ରୟ ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା