କଂଗ୍ରେସକୁ ଲାଗିଲା ଝଟକା । ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଅଜୟ ମାକେନ । ସେ ରାଜସ୍ଥାନ ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି । କିଛି ଦିନ ହେବ ରାଜସ୍ଥାନରେ କ୍ଷମତାକୁ ନେଇ ଉଭୟ ଗେହଲଟ ଓ ପାଇଲଟ ଗୋଷ୍ଠୀ ମଧ୍ୟରେ ତିକ୍ତତା ଚାଲିଛି । ତେବେ ଏହା ଭିତରେ ମାକେନଙ୍କ ଇସ୍ତଫା ଦଳ ପାଇଁ ବଡ ସମସ୍ୟା ଆଣିପାରେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ