August 19, 2025

ମରୁଡ଼ି ପ୍ରଭାବିତଙ୍କୁ ମିଳିବ ସହାୟତା

ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ସହାୟତା ରାଶି। ରାଜ୍ୟ ରାଜକୋଷରୁ 200 କୋଟି ଟଙ୍କାର ଇନପୁଟ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତତ୍କାଳ ସହାୟତା ପ୍ରଦାନ ପାଇଁ ପ୍ରଭାବିତ ଜିଲ୍ଲା ମାନଙ୍କର ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିକଟରେ କ୍ଷୟକ୍ଷତିର ରିପୋର୍ଟ ଦାଖଲ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ମରୁଡ଼ି ପ୍ରପୀଡିତ ଅଞ୍ଚଳରେ ଚାଷୀମାନେ ଏପର୍ଯ୍ୟନ୍ତ ଫସଲ ବୀମା ପାଇପାରିନଥିବା ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

SHARE BY