The Topmost

“The eyes believe themselves, the ears believe other people.”

ପ୍ରଦୀପ ପୁରୋହିତଙ୍କ ନାଁରେ ବାଜିଲା ମୋହର

ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଦୀପ ପୁରୋହିତଙ୍କ ନାଁରେ ମୋହର ମାରିଛି ଦଳ । ଏନେଇ ବିଜେପି ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛି । ତେବେ ଆସନ୍ତା ୧୪ ତାରିଖରେ ନାମାଙ୍କନ ଦାଖଲ କରିବେ ପ୍ରଦୀପ । ଏନେଇ ସୂଚନା ଦେଇଛନ୍ତି କୁସୁମ ଟେଟେ ।
ଆଜି ବିଜେପି ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଏବଂ କଂଗ୍ରେସ କାହାକୁ ପ୍ରାର୍ଥୀ ଘୋଷଣା କରିବେ ତାକୁ ହିଁ ନଜର ।