ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଅନିୟନ୍ତ୍ରିତ ଚୀନ ରକେଟ । ଏନେଇ ବୈଜ୍ଞାନିକମାନେ ଚେତାବନୀ ଦେବା ପରେ ସ୍ପେନ୍ ତା’ର ବିମାନବନ୍ଦର ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତି ନେଇଛି । ୨୩ ଟନ୍ ଓଜନ ବିଶିଷ୍ଟ ଚୀନର ଏକ ଅନିୟନ୍ତ୍ରିତ ରକେଟ୍ ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଥିଲେ । ଅର୍ଥାତ୍ ଭୁପୃଷ୍ଠରେ ଯେକୌଣସି ସମୟରେ ଏହାର ବିକ୍ଷିପ୍ତ ଧ୍ୱଂସାବଶେଷ ଆସି ପଡ଼ିବାର ଆଶଙ୍କା ରହିଛି । ଯାହା ଏହା ଅନେକ ଦେଶ ପାଇଁ ବିପଦ ସୃଷ୍ଟି କରିଛି । ରକେଟର ଭଗ୍ନାବଶେଷ କେଉଁଠି ପଡ଼ିବ, ତାହା ଜଣାପଡ଼ିନାହିଁ । ରକେଟ୍ ଭଗ୍ନାବଶେଷ ୟୁରୋପର କିଛି ସ୍ଥାନ ଉପରେ ଉଡୁଥିବା କୁହାଯାଉଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ