ଆଜିଠୁ ଟୋକିଓରେ ପାରା ବ୍ୟାଡ୍ ମିଣ୍ଟନ ବିଶ୍ବ ଚାମ୍ପିଅନସିପ୍ । ଏହି ପ୍ରତିଯୋଗିତାରେ ଓଡିଶାରୁ ଅଂଶଗ୍ରହଣ କରିଛନ୍ତି 2 ଜଣ । ପ୍ରମୋଦ ଭଗତ ଓ ଦୀପ୍ ରଞ୍ଜନ ବିଶୋଇ । 6 ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବିଶ୍ବ ଚାମ୍ପିଅନସିପ୍ । ସ୍ବର୍ଣ୍ଣ ଜିତିବା ଲକ୍ଷରେ ସମସ୍ତ ଖେଳାଳି ରହିଥିବା ବେଳେ ପ୍ରମୋଦ ଓ ଦୀପ୍ ଙ୍କ ଉପରେ ରହିଛି ସମସ୍ତଙ୍କ ନଜର । 5 ଥର ଗୋଲ୍ଡ ମେଡାଲ ବିଜେତା ପ୍ରମୋଦ, ଜାତୀୟ ଓ ଆନ୍ତଃର୍ଜାତୀୟ ସ୍ଥରରେ 100ରୁ ଅଧିକ ପଦକ ପାଇ ଭାରତର ଗର୍ବ ବଢାଇଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ