ଭାରତୀୟ ମହିଳା କ୍ରିକେଟର ଫ୍ୟାନ୍ ମାନଙ୍କ ପାଇଁ ଗୁଡ୍ ନ୍ୟୁଜ । ସମାନ କାମ ପାଇଁ ସମାନ ଦରମା ପରି ଏବେ ପୁରୁଷ ଓ ମହିଳା କ୍ରିକେଟରଙ୍କ ବେତନକୁ ନେଇ କୌଣସି ଭେଦଭାବ ରହିବ ନାହିଁ । ସମସ୍ତ କ୍ରିକେଟରଙ୍କୁ ମିଳିବ ସମାନ ମ୍ୟାଚ୍ ଫିସ୍ । ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ଜୟ ଶାହ ସୋସିଆଲ ମିଡିଆରେ ଏହି ଐତିହାସିକ ନିଷ୍ପତ୍ତିର ସୂଚନା ଦେଇଛନ୍ତି । ମହିଳା କ୍ରିକେଟରଙ୍କ ପାଇଁ ବେତନ ଇକ୍ୱିଟି ପଲିସି ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଏବେ ଆମେ ଲିଙ୍ଗ ସମାନତାର ଏକ ନୂଆ ଯୁଗରେ ଏଣ୍ଟ୍ରି କରୁଛି । ଏଣୁ ପୁରୁଷଙ୍କ ଭଳି ମହିଳାଙ୍କୁ ବି ସମାନ ଅଧିକାର ବିସିସିଆଇ ଦେବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ