The Topmost

“The eyes believe themselves, the ears believe other people.”

power of mantra

ଏହି ମନ୍ତ୍ରପାଠ ଦ୍ବାରା ପାଇବେ ଅପୂର୍ବ ସଫଳତା

ଧନତେରାସକୁ ପାରମ୍ପାରିକ ଭାବରେ ଧନ ତ୍ରୟୋଦସି କୁହାଯାଏ । ଯେତେବେଳେ ଦେବ ଏବଂ ଅସୁରମାନେ କ୍ଷୀର ସାଗରକୁ ଅମୃତ ସନ୍ଧାନରେ ଘେରିଗଲେ | ଏହି କାର୍ଯ୍ୟକ୍ରମ ସମୁଦ୍ର ମନ୍ଥନ ଭାବରେ ଲୋକପ୍ରିୟ | ସମୁଦ୍ର ମନ୍ଥନ ସମୟରେ ଏହି ଦିନ, ସମୁଦ୍ର ଗର୍ଭରୁ ଚଉଦ ରତ୍ନ, ଅଳଙ୍କାର ବାହାରିଲା । ତେବେ ଏହି ମନ୍ଥନରୁ ହଳାହଳ ବିଷର ମଧ୍ୟ ଆବିର୍ଭାବ ହେଲା । ଏପରି ଅନେକ ଧନ ରତ୍ନ ଦେବା ଦେବୀ ମଧ୍ୟ ଏଥିରୁ ଆବିର୍ଭାବ ହେଲେ । ଏହି ମନ୍ଥନରୁ ପ୍ରଭୁ ଧନଭନ୍ତରୀଙ୍କ ମଧ୍ୟ ଆଗମନ ହେଲା |ତାଙ୍କର ଏହି ଆଗମନ ଫଳରେ ସମସ୍ତେ ବେଶ୍ ଖୁସି ହୋଇଗଲେ । ତେବେ ତାଙ୍କ ହାତରେ ଏକ ସୁବର୍ଣ୍ଣ କଳସୀ ମଧ୍ୟ ଥିଲା । ଆଉ ଏଥିରେ ସମୁଦ୍ର ମନ୍ଥନରୁ ବାହାରିଥିବା ହଳାହଳ ବିଷର ନିଦାନ ବି ଥିଲା । ସେଥିପାଇଁ ତାଙ୍କୁ ଆୟୁର୍ବେଦ ଔଷଧର ଦେବତା ଭାବରେ ଆରାଧନା କରାଗଲା । ତେବେ ସେଥିପାଇଁ କିହାଯାଏ, ଧନ୍ବନ୍ତରୀଙ୍କ ଉଦ୍ଦେଶ୍ୟରେ ପାଳିତ ହେଉଥିବା ଧନତେରାସ ଦିନ ତାଙ୍କର ଆରାଧନା ଦ୍ବାରା ବିଭିନ୍ନ ଜଟିଳରୁ ଜଟିଳ ରୋଗର ସମାଧାନ ମିଳିଯାଏ ।

bhagwan dhanwantari @thetopmost-01

ଓମ୍ ନାମୋ ଭଗବତ ଭାସୁଦେବ ଧନ୍ବନ୍ତ୍ରାଏ |

ଅମୃତା କାଲାଶା ହସ୍ତାୟା, ସର୍ଭା ମାୟା ବିନଶାନୟା |

ତ୍ରୈଲୋକ୍ୟ ନାଥୟା, ଶ୍ରୀ ମହାବିଷ୍ଣୁ ନାମ |

ଏହି ଦିନ ଆପଣ ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ବାରା ପ୍ରଭୁଙ୍କର ଆଶିର୍ବାଦ ଲାଭ କରିଥାନ୍ତି । ବିଭିନ୍ନ ରୋଗରୁ ମୁକ୍ତି ସହିତ ସୌଭାଗ୍ୟ ଅର୍ଜ୍ଜନ କରିବାରେ ସଫଳ ହୋଇଥାନ୍ତି । ପ୍ରଭୁଙ୍କ କଲ୍ୟାଣ ଦ୍ବାରା ଆପଣଙ୍କର ଏ ଦିନ ଶୁଭ ମୟ ହେଉ ।