February 16, 2026

ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡିଲେ ମୋକିମ୍

ଧାମନଗର ଉପନିର୍ବାଚନ । କଂଗ୍ରେସର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ । ପ୍ରଭାରୀ ଏ.ଚେଲ୍ଲା କୁମାର ପ୍ରଚାର କରିବେ । ତାଲିକାରେ ୮ବିଧାୟକ ଓ ଜଣେ ସାସଂଦ ଅଛନ୍ତି । କିନ୍ତୁ ଏଥିରୁ ମହମ୍ମଦ ମୋକିମ୍ ବାଦ୍ ପଡିଛନ୍ତି । ତାଲିକାରେ ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଭକ୍ତ ଦାସ, ଚିରଞ୍ଜୀବ ବିଶ୍ୱାଳ, ପ୍ରସାଦ ହରିଚନ୍ଦନ, ସୁର ରାଉତରାୟ, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଅନନ୍ତ ସେଠୀ, ଗଣେଶ୍ୱର ବେହେରା, ପଞ୍ଚାନନ କାନୁନଗୋ ସାମିଲ ଅଛନ୍ତି ।

SHARE BY