୩୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କଲା ୱିପ୍ରୋ । ପ୍ରସିଦ୍ଧ ଆଇଟି କମ୍ପାନୀ ମୁନଲାଇଟିଂ କରୁଥିବା ନିଜର ୩୦୦ କର୍ମଚାରୀଙ୍କୁ ଛଟେଇ କରିଦେଇଛି । ୱିପ୍ରୋରେ ଚାକିରି କରି ମଧ୍ୟ ଅନ୍ୟ ସ୍ଥାନରେ ଲୁଚି ଲୁଚି ଚାକିରି କରୁଥିବା କର୍ମଚାରୀଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୱିପ୍ରୋ ଚେୟାରମ୍ୟାନ ରିଶଦ ପ୍ରେମଜୀ କହିଛନ୍ତି, ଗତ ଦୁଇ ତିନ ମାସ ହେଲା ୱିପ୍ରୋର କିଛି କର୍ମଚାରୀ ମୁନଲାଇଟିଂ କରୁଥିବା ଖବର ମିଳିଥିଲା । ଆଉ ଏହା ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
“The eyes believe themselves, the ears believe other people.”
More Stories
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ
୭୬ ତମ ଗଣତନ୍ତ୍ର ଦିବସ