ଦକ୍ଷିଣ ପୂର୍ବ ଜାପାନରେ ମାଡ଼ ହେଲା ସାମୁଦ୍ରିକ ଝଡ଼ ‘ନାନ୍ମାଡୋଲ’ । ରବିବାର ସନ୍ଧ୍ୟାରେ ବାତ୍ୟା ଜାପାନର କୋଗସିମା ନିକଟରେ ସ୍ଥଳଭାଗ ଛୁଇଁଥିବା ଜାପାନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହା ପେରଭାବରେ ଦକ୍ଷିଣ ପଶ୍ଚିମ କ୍ୟୁସୁ ଅଞ୍ଚଳରେ ୨୩୪ କି.ମି ବେଗରେ ପବନ ବହିଲା । ଏହା ସହ ୨୪ ଘଣ୍ଟାରେ ୫ ଶହ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଫଳରେ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି । ପାଣିପାଗ ବିଭାଗର ଚେତାବନୀ ପରେ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍