ଦକ୍ଷିଣ ପୂର୍ବ ଜାପାନରେ ମାଡ଼ ହେଲା ସାମୁଦ୍ରିକ ଝଡ଼ ‘ନାନ୍ମାଡୋଲ’ । ରବିବାର ସନ୍ଧ୍ୟାରେ ବାତ୍ୟା ଜାପାନର କୋଗସିମା ନିକଟରେ ସ୍ଥଳଭାଗ ଛୁଇଁଥିବା ଜାପାନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହା ପେରଭାବରେ ଦକ୍ଷିଣ ପଶ୍ଚିମ କ୍ୟୁସୁ ଅଞ୍ଚଳରେ ୨୩୪ କି.ମି ବେଗରେ ପବନ ବହିଲା । ଏହା ସହ ୨୪ ଘଣ୍ଟାରେ ୫ ଶହ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଫଳରେ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି । ପାଣିପାଗ ବିଭାଗର ଚେତାବନୀ ପରେ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲେ ।
“The eyes believe themselves, the ears believe other people.”
More Stories
ଅଧିକ ଚା ପିଉଥିଲେ ଜାଣନ୍ତୁ ଏହି ନିୟମ
ଛତୁ ଭେଜ୍ ନା ନନଭେଜ୍
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା