ନଏଡା ସୁପରଟେକ ବିଲ୍ଡିଂର ଟ୍ୱିନ ଟାୱାରକୁ ଧ୍ୱଂସ କରାଯାଇଛି । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏହି ବହୁତଳ ବିଲ୍ଡିଂକୁ ନଷ୍ଟ କରାଯାଇଛି । ତେବେ ଏହି ବିଲ୍ଡିଂରେ ବିସ୍ପୋରଣ ପରେ ଅନେକ ମାତ୍ରାର ଧ୍ୱଂସାବଶେଷ ଜମିଯାଇଛି । କହିବାକୁ ଗଲେ ୩ ମହଲା ପର୍ଯ୍ୟନ୍ତ ଏହି ଅବଶେଷ ଜମିଛି । ଏହାର ଭିଡିଓ ମଧ୍ୟ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଜାରି ହୋଇଛି । ସେହିଭଳି ସୂଚନା ମିଳୁଛି ଯେ ଏହି ବିଲ୍ଡିଂରେ ବିସ୍ଫୋରଣ ପରେ ଏଟିଏସର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ୧୦ ମିଟର ଯାଏ ଏହି ଫାଟ ହୋଇଥିବା କୁହାଯାଉଛି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି