ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଯାଞ୍ଚକୁ ନେଇ ଆପ ଏବଂ ବିଜେପି ମୁହାଁମୁହିଁ । ଲଗାତର ଉଭୟ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି । ପ୍ରତ୍ୟେକ ଦିନ ଉଭୟ ପକ୍ଷ ନିଜ ନିଜ ତରଫରୁ ନୂଆ ନୂଆ ଆରୋପ ପ୍ରତ୍ୟାରୋପ ହେବାରେ ଲାଗିଛି । ଆଜି ଆପର ୪ ବିଧାୟକ ପ୍ରେସମିଟ କରି ବିଜେପି ଉପରେ ଅପରେସନ ଲୋଟସରେ ସରକାର ଭାଙ୍ଗିବାର ପ୍ରୟାସ ହେଉଥିବା ଅଭିଯୋଗ କରାଯାଇଛି । ସେହିଭଳି ବିଜେପି କହିଛି ଆପ ଅବକାରୀ ନୀତିକୁ ନେଇ ଜବାବ ଦେଇପାରୁନଥିବାରୁ ଏପଟସେପଟ କଥା କହିବାରେ ଲାଗିଛି । ଆପ୍ ଦୁର୍ନୀତି କରିଛି ଏବଂ ଏହାର ପ୍ରମାଣ ମଧ୍ୟ ରହିଛି । ତେଣୁ ବାରମ୍ବାର ପ୍ରଶ୍ନ ପଚାରିବୁ ।
More Stories
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍
ଧନ ବର୍ଷା କରିବ ଏହି ପ୍ଲାଣ୍ଟ୍