ଏଣିକି କପି ରୋକିବ ଓ୍ୱାର୍ ରୁମ୍ । କପି ରୋକିବାକୁ ଉତ୍ତରପ୍ରଦେଶ ସରକାରଙ୍କର ଅଭିନବ ଉପାୟ । ଏନେଇ ରାଜଧାନୀ ଲକ୍ଷ୍ନୌରେ ଏକ ଓ୍ୱାର୍ ରୁମ୍ ହେବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ । ସେ କହିଛନ୍ତି ଯେ ସବୁ ପରୀକ୍ଷା କେନ୍ଦ୍ରକୁ ଲକ୍ଷ୍ନୌରେ ଥିବା ଓ୍ୱାର୍ ରୁମ୍ ସହ ସଂଯୋଗ କରାଯିବ । ଏହାଦ୍ୱାରା ପରୀକ୍ଷାରେ ସ୍ୱଚ୍ଛତା ରହିପାରିବ । ଅନେକ ସେଲଫ୍ ଫାଇନାସିଂ କଲେଜରେ ପ୍ରାଧ୍ୟାପକଙ୍କୁ ଦରମା ମିଳୁନି । ଯାହାକୁ ନେଇ ଅସନ୍ତୋଷ ରହିଛି । ତେବେ ଏହାର ପ୍ରତିକାର ପାଇଁ ପ୍ରାଧ୍ୟାପକଙ୍କ ପ୍ରତିନିଧିଙ୍କ ସହ ବୈଠକ ବସିବ । ଏହା ଆସନ୍ତା ସେପ୍ଚେମ୍ବରରେ ଆୟୋଜନ ହେବ ।
“The eyes believe themselves, the ears believe other people.”
More Stories
ଅଧିକ ଚା ପିଉଥିଲେ ଜାଣନ୍ତୁ ଏହି ନିୟମ
ଛତୁ ଭେଜ୍ ନା ନନଭେଜ୍
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା