୭ ବର୍ଷୀୟ ଶିଶୁଠାରେ ମଙ୍କିପକ୍ସ ଲକ୍ଷଣ । ସାରା ବିଶ୍ୱରେ ମଙ୍କିପକ୍ସର ଆତଙ୍କ ଦେଖାଦେଇଛି । ଭାରତରେ ମଧ୍ୟ ଏହି ଘାତକ ଭାଇରସ କାୟା ମେଲାଇବାରେ ଲାଗିଛି । ଏହାମଧ୍ୟରେ କେରଳରେ ଜଣେ ୭ ବର୍ଷର ଶିଶୁଠାରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି । ତେବେ ଶିଶୁଟି ନିକଟରେ ବ୍ରିଟେନରୁ ଫେରିଥିଲା । ଲକ୍ଷଣ ଦେଖାଯିବା ପରେ ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାସହ ଶିଶୁଟିର ରକ୍ତ ନମୂନାକୁ ପରୀକ୍ଷଣ ପାଇଁ ପଠାଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ