ଆଜି ପୁଣି ରେକର୍ଡ ସୃଷ୍ଟିକଲେ ଭାରତୀୟ ଜାଭଲୀନ ଫିଙ୍ଗାଳି ନୀରଜ ଚୋପ୍ରା । ଆମେରିକାର ୟୁଜିନରେ ଆୟୋଜିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍ସିପରେ ପୁଣି ରେକର୍ଡ ସୃଷ୍ଟି କରିଛନ୍ତି ନୀରଜ । ଏହି ପ୍ରତିଯୋଗୀତାରେ ସେ ରୌପ୍ୟ ପଦକ ହାସଲ କରି ପ୍ରାୟ ୧୯ ବର୍ଷ ପରେ ଭାରତକୁ ସଫଳତା ଦେଇଛନ୍ତି । ତାଙ୍କ ପୂର୍ବରୁ ୨୦୦୩ରେ ଅଞ୍ଜୁ ବିବି ଜର୍ଜ ପ୍ରତିଯୋଗୀତିରେ କାଂସ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ । ତେବେ ପୁରଷ ବର୍ଗରେ କେବଳ ନୀରଜ ହିଁ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍ସିପ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି ।
More Stories
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ