The Topmost

“The eyes believe themselves, the ears believe other people.”

ଆଜି ପ୍ରକାଶ ପାଇବ ଆଇସିଏସଇ ମାଟ୍ରିକ ରେଜଲ୍ଟ

ଆଜି ପ୍ରକାଶ ପାଇବ ଆଇସିଏସଇ ମାଟ୍ରିକ ରେଜଲ୍ଟ । ସନ୍ଧ୍ୟା ୫ଟାରେ କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ ବା ଆଇସିଏସଇ ୱେବସାଇଟରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । କାଉନସିଲର ୱେବସାଇଟରୁ ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ । ପୂର୍ବରୁ ବାହାରି ସାରିଛି ଓଡିଶା ବୋର୍ଡ ଅଧିନରେ ଥିବା ହାଇସ୍କୁଲ ରେଜଲ୍ଟ ।