ଭାରତ ବିରୋଧରେ ପାକିସ୍ତାନର ଆତଙ୍କୀ ପ୍ଲାନ । ଏନେଇ ଭାରତୀୟ ସେନା ପକ୍ଷରୁ ଜାରି ହୋଇଛି ୩୩ ପୃଷ୍ଠା ସମ୍ବଳିତ ରିପୋର୍ଟ । ଭାରତରେ ବ୍ୟାପକ ହିଂସା, ରକ୍ତପାତ ଘଟାଇବା ଲାଗି ପାକିସ୍ତାନ ଯୋଜନା କରୁଥିବା ନେଇ ରିପୋର୍ଟରେ ପ୍ରକାଶ ହୋଇଛି । ଭାରତ ବିରୋଧରେ ପାକିସ୍ତାନ ସେନା ପକ୍ଷରୁ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏପରିକି ଅଧିକ ଅନୁପ୍ରବେଶ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଖୋଦ୍ ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରିବା ଲାଗି ଯୋଜନା କରାଯାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ପାକ୍ ଭିତ୍ତିକ ଆତଙ୍କବାଦୀଙ୍କ ଦ୍ୱାରା ପୋଲିସ, ଶିକ୍ଷକ ଓ ବାହାର ରାଜ୍ୟର ଶ୍ରମିକଙ୍କୁ ଟାର୍ଗେଟ କରାଯାଉଛି । ଏହାସହ ଆତଙ୍କବାଦୀ ନେଟଓ୍ୱାର୍କରେ ଜାମ୍ମୁ ଓ କାଶ୍ମୀରର ଯୁବକମାନଙ୍କୁ ସାମିଲ କରିବା ଲାଗି ମଧ୍ୟ ଯୋଜନା କରାଯାଉଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ