ଆସାମରେ ବନ୍ୟା ଅନେକ ଦୁର୍ଦ୍ଦଶା ଆଣିଦେଇଛି । ଏବେବି ଲକ୍ଷଲକ୍ଷ ଲୋକ ପାଣି ଘେରରେ ଅଛନ୍ତି । ସେପଟେ ସରକାର ମଧ୍ୟ ବନ୍ୟାପୀଡିତଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଉଛନ୍ତି । ଏହାମଧ୍ୟରେ ବନ୍ୟା କାରଣରୁ ରାଜ୍ୟରେ ୧୩୪ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ କହିବା ମୁତାବକ ସୋମବାର ବନ୍ୟାରେ ୮ ଜଣଙ୍କ ପ୍ରାଣ ଯାଇଥିବାବେଳେ ୨୧ ଲକ୍ଷରୁ ଅଧିକ ଲୋକ ଏବେବି ପାଣି ଘେରରେ ଅଛନ୍ତି । ତେବେ ମୃତକଙ୍କ ସଂଖ୍ୟା ବଢି ମୋଟ୍ ମୃତ୍ୟୁସଂଖ୍ୟା ୧୩୪ ଛୁଇଁଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ