ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଚଳିତଥର ନୂଆ ପଦ୍ଧତିରେ ପରୀକ୍ଷା ହୋଇ ଥିବାବେଳେ ଥ୍ରୀ-ଫେଜ୍ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଛି । ତେବେ ମୋଟ୍ ୩, ୨୦୩ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପରୀକ୍ଷା ପରିଚାଳନା ପାଇଁ ରାଜ୍ୟର ୩୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ । ଏବଂ ମୂଲ୍ୟାଙ୍କନ ପ୍ରକ୍ରିୟା ମେ ୨୧ ରୁ ୫୮ଟି ମୂଲ୍ୟାଙ୍କନ କେନ୍ଦ୍ରରେ ଆରମ୍ଭ ହୋଇଥିଲା ।
More Stories
ଡ଼ିସେମ୍ବର ୧୫ରେ ବିଜେବି ଫ୍ରେଣ୍ଡସର ବାର୍ଷିକ ବନ୍ଧୁ ମିଳନ
ଘନ ଘନ ବାତ୍ୟାରେ ବେହାଲ ଓଡିଶା
ନୂଆ ରୂପ ଓ ଦକ୍ଷତାରେ ଜଙ୍ଗଲ ବିଭାଗ ଗାଡି