() ରାଜ୍ୟରେ କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍ ୨୭ରୁ ଏସଏମଏସ୍ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରି ପାରିବେ । ଜୁଲାଇ ୧୨ ଆବେଦନର ଶେଷ ତାରିଖ ହୋଇ ଥିବାବେଳେ ଜୁଲାଇ ୧୩ ଓ ୧୪ ତାରିଖରେ କମନ ଆପ୍ଲିକେସନ ଫର୍ମରେ ଆବଶ୍ୟକ ସଂଶୋଧନ କରିହେବ । କିନ୍ତୁ ନୂଆ ଆବେଦନ କରି ହେବ ନାହିଁ । ସେହିଭଳି ଭାବେ ଜୁଲାଇ ୨୦ ତାରିଖ ଅପରାହ୍ନ ୨ଟା ପରଠୁ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନଲୋଡ୍ କରିପାରିବେ । ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏବଂ ଅଗଷ୍ଟ ୨୫ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।
“The eyes believe themselves, the ears believe other people.”
More Stories
ଲିଙ୍ଗରାଜ ଜମି ପୁନରୁର୍ଦ୍ଧାର ରରେ ଘୋଟାଲା
ଉତ୍କର୍ସ ଓଡିଶାରେ 9 ବର୍ଷ ପରେ ବି କାମ ଶୂନ
ସୁଭଦ୍ରା ଋଣ ନେଇ ବଡ ଘୋଷଣା