() ବନ୍ଧାହେଲେ କୁବେର ବିଡିଓ ଅଶ୍ୱିନୀ ଦାସ । ଜଳେଶ୍ୱର ବ୍ଳକର ଉନ୍ନତି ନୁହେଁ ବରଂ ନିଜର ବିକାଶରେ ମାତିଥିଲେ କୁବେର ବାବୁ । ତାଙ୍କଠାରୁ ଏପର୍ଯ୍ୟନ୍ତ ମୋଟ୍ ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏଥିରେ ରହିଛି କଟକ ଓ ଭୁବନେଶ୍ୱରରେ ପ୍ରାଇମ ଲୋକେସନର ଥିବା ୨୪ଟି ପ୍ଳଟ୍ । ବିଡିଓଙ୍କ ଘରେ ଥିବା ମନ୍ଦିରରେ ଠାକୁରଙ୍କ ମୁଣ୍ଡରେ ଥିଲା ସୁନା ମୁକୁଟ । ତେବେ ଏହି ସୁନା ମୁକୁଟକୁ ମିସାଇ ମୋଟ୍ ୧ କେଜି ୨୮ ଗ୍ରାମ ସୁନା ଜବତ କରାଯାଇଛି । ଏବଂ ୩ କିଲୋ ୬୩୨ ଗ୍ରାମ ରୂପା ସିଜ୍ କରିଛି ଭିଜିଲାନ୍ସ । ଜବତ ମ୍ପତ୍ତି ଭିତରେ ରହିଛି ଚାରୋଟି ଦାମୀ ଚାରି ଚକିଆ ଗାଡି, ୩ଟି ଦୁଇ ଚକିଆ ଗାଡି, ୭୩ ଲକ୍ଷ ୯୧ ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଓ ଇନ୍ସୁରାନ୍ସ ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା