() ଆଜି ହେଉଛି ଦ୍ବିତୀୟ ରଜ ବା ରଜ ସଂକ୍ରାନ୍ତି । ପହିଲି ରଜ ଭଳି ଆଜି ଦ୍ବିତୀୟ ରଜକୁ ମଧ୍ୟ ସମସ୍ତେ ଧୁମ୍ ଧାମରେ ପାଳନ କରୁଛନ୍ତି । ଚାରିଆଡେ ରଜର ଆସର ଜମୁଥିବାବେଳେ କେଉଁଠି ରଜ ଗିତ ତ ଆଉ କେଉଁଠି ରଜପାନ ମନ । ଖାଲି ସେତିକି ନୁହେଁ ତା ସାଙ୍ଗକୁ ଭଳିକି ଭଳି ପିଠାର ବାସ୍ନା ଚାରିଆଡେ ଗୁଞ୍ଜରିତ ହେଉଛି । ଆଉ ତା ସହିତ ପୋଡପିଠା ଏବଂ ଦୋଳିରେ ଝୁଲିବାର ମଜା ନେଉଛନ୍ତି ସବୁ ଝିଅ । ଗାଁଠୁ ସହର ସବୁଠି ରଜ ପର୍ବକୁ ମନଭରି ପାଳୁଛନ୍ତି ସଭିଏଁ ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା