The Topmost

“The eyes believe themselves, the ears believe other people.”

ବାସୁମତି ଚାଉଳ ପ୍ୟାକେଟରେ ଚରସ !

() ଅଭିନବ ଉପାୟରେ ଚରସ ଚୋରା ଚାଲାଣ । ‘କୋବ୍ରା ବ୍ରାଣ୍ଡ୍‌ କୋହିନୂର’ ବାସୁମତି ଚାଉଳ ପ୍ୟାକେଟରେ ହେଉଥିଲା ଚୋରା ଚାଲାଣ । ଗୁଜରାଟର କଚ୍ଛ ଜିଲ୍ଲା ନିକଟବର୍ତ୍ତୀ ଜାଖାଉ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରୁ ବିଏସଏଫ୍ ଦ୍ବାରା ୧୦ ପ୍ୟାକେଟ୍ ଚରସ ଜବତ ହୋଇଛି । ତେବେ ଏହା ପାକିସ୍ତାନରୁ ଆସିଥିବା ଅନୁମାନ କରାଯାଉଛି । ତେବେ ବିଏସ୍‌ଏଫ୍‌ ଓ ଅନ୍ୟ ଏଜେନ୍ସି ଦ୍ୱାରା ୨୦୨୨ ମେ ୨୦ ପରଠାରୁ ଏ ପର୍ଯ୍ୟନ୍ତ ୧,୫୧୬ ପ୍ୟାକେଟ୍‌ ନିଶାଦ୍ରବ୍ୟ ଜବତ ହୋଇଥିବା ସୂଚନା ।

SHARE BY