The Topmost

“The eyes believe themselves, the ears believe other people.”

୧୩ ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ

() ଆସନ୍ତା ୧୩ ତାରିଖରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ଏହି ଦିନ ଗୃହରେ ବାଚସ୍ପତି ନିର୍ବାଚନ କରାଯିବାକୁ ଥିବାବେଳେ ଆଜି ଏନେଇ ନାମାଙ୍କନ ପତ୍ର ଦାଖଲ କରାଯିବ । ତେବେ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ବିଧାୟକ ବିକ୍ରମ କେଶରୀ ଆରୁଖ ପରବର୍ତ୍ତୀ ବାଚସ୍ପତି ହେବା ନିଶ୍ଚିତ ହୋଇ ସାରିଛି । ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେଇ ଥିବାବେଳେ ଏଥିପାଇଁ ଆସନ ଖାଲି ରହିଥିଲା । ସେପଟେ ଜୁଲାଇ ପ୍ରଥମ ସପ୍ତାହରେ ବସିବ ବିଧାନସଭା ଅଧିବେଶନ ।

https://thetopmost.in/the-report-on-worlds-biggest-dangerous-forest-fire/

https://thetopmost.in/puja-bidhi-to-worship-sanidev-in-sani-amabasya/

SHARE BY