- () ଗୌତମ ଅଦାନୀଙ୍କ କମ୍ପାନୀକୁ ମିଳିଲା ଏନଟିପିସିର କଣ୍ଟ୍ରାକ୍ଟ । ଭାରତର ସବୁଠାରୁ ବଡ଼ ବିଜୁଳି ଉତ୍ପାଦନକାରୀ କମ୍ପାନୀ ଏନ୍ଟିପିସି ଲିମିଟେଡ୍ ଅଦାନୀ ଏଣ୍ଟରପ୍ରାଇଜେସ୍କୁ କୋଲ୍ ଇମ୍ପୋର୍ଟ କରିବା ପାଇଁ କେତେକ କଣ୍ଟ୍ରାକ୍ଟ ଦେଇଥିବା ଜଣାପଡ଼ିଛି । ପାଖାପାଖି ୬ ହଜାର ୫୮୫ କୋଟି ଟଙ୍କାର ଡିଲ୍ ହୋଇଛି । ଏଥିପାଇଁ ଏନ୍ଟିପିସିକୁ ଗୌତମ ଅଦାନୀଙ୍କ କମ୍ପାନୀ ୬.୨୫ ମିଲିୟନ୍ ଟନ୍ କୋଇଲା ସପ୍ଲାଇ କରିବ । ତେବେ ଏନ୍ଟିପିସି ୬ ଟି ଭିନ୍ନ ଭିନ୍ନ ଟେଣ୍ଡର ରଖିଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍ ବିଡ୍ ଜିତିଛି । ସେପଟେ NTPC ରୁ ବିଡ୍ ଜିତିବା ଆଦାନୀ ଏଣ୍ଟରପ୍ରାଇଜେସ୍ ପାଇଁ ପ୍ରଥମ ଘଟଣା ନୁହେଁ ।
- https://thetopmost.in/a-doctor-leave-his-job-for-to-run-a-momo-business/
- https://thetopmost.in/telly-star-anushka-enter-in-korian-show/
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ଆଗକୁ ଆସୁଛି ମେଗା ନିଯୁକ୍ତି ସୁଯୋଗ, ଏଚଏଲସିଏ ଦେଇଛି ୧.୫୧ ଲକ୍ଷ କୋଟି ଟଙ୍କାର ମଞ୍ଜୁର
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ