Skip to content
- () କାଶ୍ମୀର ଯୁବକଙ୍କ ବ୍ରେନ୍ ଓ୍ବାସ୍ କରୁଛି ପାକିସ୍ତାନୀ ଏଜେନ୍ସି । ଯାହାକୁ ନେଇ ଘାଟିରେ ସେନାର ଚିନ୍ତା ବଢିଛି । କାଶ୍ମୀରରେ ଆଇଏସ୍ଆଇର ଷଡ଼ଯନ୍ତ୍ର ଏବଂ ସ୍ଥାନୀୟ ସ୍ତରରେ ବଦଳୁଥିବା ରଣନୀତି ସହିତ ଆତଙ୍କବାଦୀଙ୍କ ବଢ଼ୁଥିବା କାର୍ଯ୍ୟକଳାପ ସୁରକ୍ଷା ବଳଙ୍କ ପାଇଁ ଏବେ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି । ସୁରକ୍ଷା ଏଜେନ୍ସି ଏନେଇ କହିଛି ଯେ ପାକିସ୍ତାନୀ ଏଜେନ୍ସି ଆଇଏସ୍ଆଇ କାଶ୍ମୀର ଯୁବକଙ୍କୁ ଏବେ ଅସ୍ତ୍ର କରିଛି । ଅନ୍ୟପଟେ ଲସ୍କର ଏହାର ସମର୍ଥିତ ଟିଆର୍ଏଫ୍ ଜରିଆରେ କାଶ୍ମୀର ପଣ୍ଡିତ ଏବଂ କାଶ୍ମୀର ବାହାରଲୋକଙ୍କ ଉପରେ ଆକ୍ରମଣ ଜାରି ରଖିଛି । ସ୍ଥାନୀୟ ସ୍ତରରେ ଯୁବକଙ୍କୁ ଆତଙ୍କବାଦୀ ଗୋଷ୍ଠୀରେ ଭର୍ତ୍ତି କରିବା ପାଇଁ ପ୍ରସ୍ତୁତି ଚଳାଇଛି ଏହି ଗୁପ୍ତଚର ଏଜେନ୍ସି । ଏହାକୁ ପଣ୍ଡ କରିବା ପାଇଁ ସୁରକ୍ଷା ଏଜେନ୍ସିକୁ ବିଶେଷ ଆକ୍ସନ ନେବାକୁ କୁହାଯାଇଛି । ସୁରକ୍ଷା ଏଜେନ୍ସି ଏନେଇ କହିଛି ଯେ କାଶ୍ମୀର ଆତଙ୍କୀଙ୍କ ସହିତ ଜଡ଼ିତ ଗୁପ୍ତଚର ଇନ୍ପୁଟ୍କୁ ଆହୁରି ମଜବୁତ୍ କରିବାକୁ କୁହାଯାଇଛି ।https://thetopmost.in/tag/kalinga-stadium/
- https://thetopmost.in/a-girl-have-a-world-record-for-her-biggest-chick/
1 min read
1 min read
1 min read
1 min read
More Stories
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ମୁଖ୍ୟମନ୍ତ୍ରୀଙ୍କ ସହ ଅର୍ଥ ଆୟୋଗର ଗୁରୁତ୍ବପୂର୍ଣ୍ଣ ବୈଠକ