() ଆର୍ଯ୍ୟ ସମାଜର ବିବାହ ସାର୍ଟିଫିକେଟକୁ ଆଇନଗତ ସ୍ୱୀକୃତି ଦେବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ଆର୍ଯ୍ୟ ସମାଜ ଏକ ହିନ୍ଦୁ ସଂସ୍କାରବାଦୀ ସଙ୍ଗଠନ ଅଟେ । ବିଚାରପତି ଅଜୟ ରସ୍ତୋଗି ଏବଂ ବି.ଭି ନାରରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବିବାହ ସାର୍ଟିଫିକେଟ୍ ପ୍ରଦାନ କରିବା ଆର୍ଯ୍ୟ ସମାଜର କାମ ନୁହେଁ । କେବଳ ସ୍ୱିକୃତିପ୍ରାପ୍ତ କର୍ତ୍ତୃପକ୍ଷ ହିଁ ବିବାହ ସାର୍ଟିଫିକେଟ୍ ପ୍ରଦାନ କରିପାରିବେ । ମଧ୍ୟପ୍ରଦେଶର ଏକ ପ୍ରେମ ବିବାହ ମାମଲାରେ ଯୁବକଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବା ଅବସରରେ ସବୋର୍ଚ୍ଚ ଅଦାଲତ ଏହା କହିଛନ୍ତି ।
https://thetopmost.in/bollywood-star-akhsay-kumar-apologize-to-public/
https://thetopmost.in/electricity-invented-from-orange-flacks/
More Stories
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ
୭୬ ତମ ଗଣତନ୍ତ୍ର ଦିବସ