() ଜମ୍ମୁ-କାଶ୍ମୀର ସୋପିଆନରେ ବିସ୍ଫୋରଣ । ଏକ କାରରେ ବିସ୍ପୋରଣ ଘଟି ୩ ଜଣ ଯବାନ ଆହତ ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ତେବେ ବିସ୍ଫୋରଣର ପ୍ରକୃତ କାରଣ କଣ ସେନେଇ କୌଣସି ସୂଚନା ମିଳିନାହିଁ । ପୋଲିସ ଓ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ସେପଟେ ପ୍ରାଥମିକ ତଦନ୍ତରୁ ଏହା ବ୍ୟାଟେରୀ ବିସ୍ଫୋରଣ ବୋଲି କୁହାଯାଉ ଥିବାବେଳେ କାଶ୍ମୀର ଆଇଜିପି ବିଜୟ କୁମାର ମଧ୍ୟ କହିଛନ୍ତି ଯେ ଏହା ଏକ ବ୍ୟାଟେରୀ ବ୍ଲାଷ୍ଟ୍ ଅଟେ । ଅର୍ଥାତ ଗାଡିର ବ୍ୟାଟେରୀ ଫାଟିବା ଫଳରେ ଏହି ଅଘଟଣ ଘଟିଛି ।https://thetopmost.in/a-man-shave-his-beard-by-gold-razor/
More Stories
ଓମାରଙ୍କ ପ୍ରସ୍ତାବରେ ବାଜିଲା ଏଲ.ଜିଙ୍କ ମୋହର, ଜାମ୍ମୁ କାଶ୍ମୀର ହେବ ପୂର୍ଣ୍ଣ ରାଜ୍ୟ
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା